https://kanaknews.com/free-vaccine-for-all-in-odisha-declared-by-cm-naveen-patnaik/
ରାଜ୍ୟବାସୀଙ୍କ ପାଇଁ ବଡ ଖବର । ୧୮ରୁ ୪୫ ବର୍ଷର ଲୋକଙ୍କ ପାଇଁ କୋଭିଡ୍ ଟିକା ମାଗଣା କଲେ ମୁଖ୍ୟମନ୍ତ୍ରୀ । ମେ ୧ ତାରିଖରୁ ଆରମ୍ଭ ହେଉଛି ସାବାଳକ ଟିକାକରଣ ।